ଏହି ଛୋଟ ଫଳରେ ଏତେ Vitamin C?
ଆପଣ ଜାଣିଥିଲେ କି?
ଅଅଁଳା କୁ କେବଳ "ଖଟା ଫଳ" ଭାବୁଛନ୍ତି କି ?
ଏହା Vitamin C ର ଏକ ପ୍ରାକୃତିକ ଉତ୍ସ।
100 ଗ୍ରାମ ଅଅଁଳା ରେ 252 mg Vitamin C!
Vitamin C ରେ ଭରପୂର ଏହି ଫଳ।
ଅଅଁଳା ରେ ଅଛି Antioxidant ଗୁଣ!
ଏହାର plant compounds ମଧ୍ୟ ରୋଚକ।
ଅଅଁଳା କେବଳ ନୁହେଁ!
ସନ୍ତୁଳିତ ଖାଦ୍ୟରେ ବିଭିନ୍ନ ଫଳ ଓ ପନିପରିବା ରଖନ୍ତୁ।
ଆପଣ ଅଅଁଳା କେମିତି ଖାଇବାକୁ ପସନ୍ଦ କରନ୍ତି?
ଚଟଣି • ଆଚାର • ତାଜା ଫଳ
ଏମିତି ରୋଚକ ତଥ୍ୟ ପାଇଁ Hindustan Tales Odisha ସହ ଯୋଡ଼ି ରୁହନ୍ତୁ।