ମାତ୍ର 14 ହଜାରରେ ହାଇ କ୍ୱାଲିଟି ସ୍ମାର୍ଟଫୋନ୍; ଫିଚର୍ସ ଶୁଣିଲେ ଉଡ଼ିଯିବ ହୋସ୍

ହାଇ କ୍ୱାଲିଟି ସ୍ମାର୍ଟଫୋନ୍

ଶସ୍ତାରେ ହାଇକ୍ୱାଲିଟି ସ୍ମାର୍ଟଫୋନ୍ କିଣିବାକୁ ଅପେକ୍ଷା କରିଥିଲେ କି। ତେବେ ସେ ସମୟ ଆସି ଯାଇଛି, Samsung ଆଣିଛି ସସ୍ତା ସାଙ୍ଗକୁ ଅଲ୍ଟ୍ରା ଓ ଫ୍ଲାଗସିପ୍ ଫିଚର୍ସ । ଯାହାର କ୍ୱାଲିଟି ଜାଣିଲେ ହୋଇଯିବେ ଖୁସ୍ । ମାତ୍ର 14 ହଜାର 499 ଟଙ୍କାରେ କିଣିପାରିବେ Samsung Galaxy S24 Ultra । କଣ ରହିଛି ଏହାର ସ୍ପେଶାଲ କ୍ୱାଲିଟି, ନଜର ପକାନ୍ତୁ…

Samsung Galaxy S24 Ultraରେ ଏକ ବିଶାଳ 300MP DSLR-ଗ୍ରେଡ୍ ପ୍ରାଇମେରୀ କ୍ୟାମେରା ରହିଛି । ତା ସାଙ୍ଗକୁ ପାୱାରଫୁଲ୍ 7000mAh ବ୍ୟାଟେରୀ 90W ସ୍ପିଡ୍ ଚାର୍ଜିଂ ସହ ଲଙ୍ଗ୍ ବ୍ୟାକଅପ୍ । 120Hz ସ୍ମୁଥ୍ ରିଫ୍ରେସ୍ ରେଟ୍ ସହିତ ବଡ଼ 6.9-ଇଞ୍ଚ ଡାଇନାମିକ୍ AMOLED ଡିସପ୍ଲେ । ହ୍ୟାଭି ୟୁଜର୍ସ ଏବଂ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ ରହିଛି 512GB ଏବଂ 1TB ଷ୍ଟୋରେଜ୍ ଅପ୍ସନ।

300MP ପ୍ରାଇମେରୀ କ୍ୟାମେରା

ସାମସଙ୍ଗ ଗାଲାକ୍ସି S24 ଅଲ୍ଟ୍ରା ଏକ ଅସାଧାରଣ 300MP ପ୍ରାଇମେରୀ କ୍ୟାମେରା ଆଣିଛି, ଯାହା  ଯେକୌଣସି ପାଣିପାଗରେ DSLR ଭଳି ଫଟୋ କ୍ୱାଲିଟି ଦେବ । ଏହା ସହ ନୂଆ ସେନ୍ସର ଉନ୍ନତ ପିକ୍ସେଲ ଅପ୍ଟିମାଇଜେସନ୍, ଅଲ୍ଟ୍ରା-ୱାଇଡ୍ ଡାଇନାମିକ୍ ରେଞ୍ଜ୍ ଏବଂ ନେକ୍ସଟ-ଜେନେରେସନର ଇମେଜିଂ AI ରହିଛି । ଘର ଭିତରର ସୁଟିଂ ହେଉ, ହାଇ-ମୋସନ୍ ଦୃଶ୍ୟ ହେଉ, କିମ୍ବା କ୍ରିଏଟିଭିଟି ଭିଡିଓଗ୍ରାଫି ହେଉ, S24 ଅଲ୍ଟ୍ରା ସବୁ ପ୍ରକାର ୟୁଜର୍ସଙ୍କ ପାଇଁ ପ୍ରିମିୟମ୍ ଫଟୋଗ୍ରାଫି କାର୍ଯ୍ୟଦକ୍ଷତା ଆଣିଛି ।

6.9-ଇଞ୍ଚ AMOLED ଡିସପ୍ଲେ

ଏହି ଡିଭାଇସ୍‌ରେ ଅଲ୍ଟ୍ରା-ସ୍ମୁଥ୍ ସ୍କ୍ରୋଲିଂ ଏବଂ ସ୍ପଷ୍ଟ ଚିତ୍ର ଗୁଣବତ୍ତା ପାଇଁ 120Hz ରିଫ୍ରେସ୍ ରେଟ୍ ସହିତ 6.9-ଇଞ୍ଚ QHD+ ଡାଇନାମିକ୍ AMOLED ପ୍ୟାନେଲ୍ ରହିଛି । ଡିସପ୍ଲେଟି ଡିପ୍ ବ୍ଲାକ୍, ହାଇ କଣ୍ଟ୍ରାଷ୍ଟ ଲେବଲ୍ ଏବଂ ସିନେମା, ଗେମିଂ ଓ ଦୈନନ୍ଦିନ ସୋସିଆଲ ମିଡିଆ ବ୍ୟବହାର ପାଇଁ ଉପଯୁକ୍ତ ସଠିକ୍ କଲର୍ ଟୋନ୍ ଦେଇଥାଏ ।

7000mAh ମାସିଭ୍ ବ୍ୟାଟେରୀ

ସାମସଙ୍ଗ ଗାଲାକ୍ସି S24 ଅଲ୍ଟ୍ରା ସାରା ଦିନ ୟୁଜ୍ କରିବା ପାଇଁ 7000mAh ବ୍ୟାଟେରୀ ପ୍ୟାକ୍ ରଖିଛି । ବାରମ୍ବାର ବିନା  ଚାର୍ଜିଂରେ ଅଧିକ ସମୟ ବ୍ୟବହାର କରିପାରିବେ । 90Wର ଫାଷ୍ଟ ଚାର୍ଜିଂ ସୁବିଧା ମଧ୍ୟ ରହିଛି । ଅଧିକ ଚାର୍ଜ ଫଳରେ ହେଉଥିବା ହିଟକୁ ରୋକିବା ପାଇଁ ଏଥିରେ ସ୍ମାର୍ଟ ଭୋଲଟେଜର ସୁବିଧା ରଖାଯାଇଛି ।

512GB ଏବଂ 1TB ଷ୍ଟୋରେଜ୍ ଅପ୍ସନ୍

ଆପ୍ସ, ଫଟୋ, ଭିଡିଓ ଏବଂ ଡକ୍ୟୁମେଣ୍ଟ ପାଇଁ ବଡ଼ ଷ୍ଟୋରେଜ୍ ଆବଶ୍ୟକ କରୁଥିବା ଉପଭୋକ୍ତାଙ୍କ ପାଇଁ ଏହା ଏକ ବେଷ୍ଟ୍ ଅପ୍ସନ୍ । କାହିଁକି ନା Samsung Galaxy S24 Ultraରେ ରହିଛି 512GB ଏବଂ 1TB ଇଣ୍ଟରନାଲ୍ ଷ୍ଟୋରେଜ୍ ସୁବିଧା ।

ମୂଲ୍ୟ ଓ ଉପଲବ୍ଧତା

ଅଲଟ୍ରା ମଡେଲ ଓ ଫ୍ଲାଗସିପ୍ ଫିଚର୍ସ ସୁବିଧା ସତ୍ତ୍ୱେ  Samsung Galaxy S24 Ultraର ପ୍ରାଇସ୍ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଏହାର ମୂଲ୍ୟ ମାତ୍ର 14 ହଜାର 499 ଟଙ୍କା । ଉଭୟ ଅଫଲାଇନ୍ ଓ ଅନଲାଇନ୍ ଷ୍ଟୋର୍ ମାଧ୍ୟମରେ ଫୋନ୍ କିଣିପାରିବେ । କମ୍ ଦାମରେ ହାଇ କ୍ୱାଲିଟି ଫିଚର୍ସ ପ୍ରଦାନ ଲକ୍ଷରେ ଏହି ସ୍ମାର୍ଟଫୋନ୍ ତିଆରି କରିଛି  Samsung ।

Debibandita Barick
Author: Debibandita Barick

ଭାରତୀୟ ଜନ ସଂଚାର ସଂସ୍ଥାନ(IIMC) ଢେଙ୍କାନାଳରୁ ସାମ୍ବାଦିକତା ପାଠ୍ୟକ୍ରମ ପରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାନରେ କାମ କରିଛନ୍ତି। ରାଜନୀତି, ବିଜ୍ଞାନ, କ୍ରୀଡା, ମନୋରଞ୍ଜନ ଓ ସ୍ପେଶଲ ଷ୍ଟୋରୀ ଲେଖିବାରେ ବିଶେଷ ରୁଚି ଓ ଅଭିଜ୍ଞତା ରହିଛି।

Latest Stories